ପ୍ରସୃତ Prasṛuta
- ସଂ. ବିଣ. (ପ୍ର+ସୃ ଧାତୁ+କର୍ତ୍ତୃ. ତ) — ନିର୍ଗତ — Gone forward
- ସଂ. ବିଣ. (ପ୍ର+ସୃ ଧାତୁ+କର୍ତ୍ତୃ. ତ) — ବିସ୍ତୃତ; ବିସ୍ତାରିତ — Stretched out; extended; spread
- ସଂ. ବିଣ. (ପ୍ର+ସୃ ଧାତୁ+କର୍ତ୍ତୃ. ତ) — ବ୍ୟାପ୍ତ — Diffused
- ସଂ. ବିଣ. (ପ୍ର+ସୃ ଧାତୁ+କର୍ତ୍ତୃ. ତ) — ପ୍ରବୃଦ୍ଧ; ବୃଦ୍ଧିପ୍ରାପ୍ତ — Increased; lengthened
- ସଂ. ବିଣ. (ପ୍ର+ସୃ ଧାତୁ+କର୍ତ୍ତୃ. ତ) — ନିଯୁକ୍ତ — Engaged in
- ସଂ. ବିଣ. (ପ୍ର+ସୃ ଧାତୁ+କର୍ତ୍ତୃ. ତ) — ସଂଯୁକ୍ତ — Attached to
- ସଂ. ବିଣ. (ପ୍ର+ସୃ ଧାତୁ+କର୍ତ୍ତୃ. ତ) — ପ୍ରଚଳିତ — Used; current
- ସଂ. ବିଣ. (ପ୍ର+ସୃ ଧାତୁ+କର୍ତ୍ତୃ. ତ) — ବେଗଗାମୀ — Swift; quick
- ସଂ. ବିଣ. (ପ୍ର+ସୃ ଧାତୁ+କର୍ତ୍ତୃ. ତ) — ପ୍ରଦର୍ଶିତ — Manifested (Apte)
- ସଂ. ବିଣ. (ପ୍ର+ସୃ ଧାତୁ+କର୍ତ୍ତୃ. ତ) — ପ୍ରକାଶିତ — Displayed (Apte)
- ସଂ. ବିଣ. (ପ୍ର+ସୃ ଧାତୁ+କର୍ତ୍ତୃ. ତ) — ବିନୀତ — Humble; modest (Apte)
- ସଂ. ବିଣ. (ପ୍ର+ସୃ ଧାତୁ+କର୍ତ୍ତୃ. ତ) — ଇନ୍ଦ୍ରିୟ ଲୋଲୁପ; ଲମ୍ପଟ (ହି. ଶ) — Sensual