ପ୍ରସୃତଜ Prasṛutaja

  • ସଂ. ବି — ମହାଭାରତ ଅନୁସାରେ ବ୍ୟଭିଚାରରୁ ଉତ୍ପନ୍ନ ସନ୍ତାନ; କୁଣ୍ଡ ଓ ଗୋଳକ (ହି. ଶ) — A particular class of sons born out of adultery; an adulterine (Apte)