ପ୍ରସୂତିକା Prasūtikā

  • ସଂ. ବି. (ପ୍ରସୂତି+କ+ଆ) — ପୋଖତୀଆଳୀ; ସଦ୍ୟଃ ପ୍ରସୂତା ସ୍ତ୍ରୀ — A woman recently delivered (Apte)
  • ସଂ. ବି. (ପ୍ରସୂତି+କ+ଆ) — ଦୁଃଖ (ହି. ଶ) — Pain