ପ୍ରସୃତି Prasṛuti

  • ସଂ. ବି. (ପ୍ର+ସୃ ଧାତୁ+ଭାବ. ତି) — ବିସ୍ତାର — Extension
  • ସଂ. ବି. (ପ୍ର+ସୃ ଧାତୁ+ଭାବ. ତି) — ବ୍ୟାପ୍ତି — Diffusion
  • ସଂ. ବି. (ପ୍ର+ସୃ ଧାତୁ+ଭାବ. ତି) — ସନ୍ତାନ — Offspring
  • ସଂ. ବି. (ପ୍ର+ସୃ ଧାତୁ+ଭାବ. ତି) — ପୋସ; ଅର୍ଦ୍ଧାଞ୍ଜଳି — A handful