ପ୍ରସୂତିଜ Prasūtija

  • ସଂ. ବି. (ପ୍ରସୂତି=ପ୍ରସବ+ଜନ୍ ଧାତୁ+କର୍ତ୍ତୃ. ଅ) — ପ୍ରସବ ଜନ୍ୟ ଦୁଃଖ; (ପ୍ରକୃତିବାଦ) — Pain resulting as a necessary consequence of birth (Apte)
  • ସଂ. ବି. (ପ୍ରସୂତି=ପ୍ରସବ+ଜନ୍ ଧାତୁ+କର୍ତ୍ତୃ. ଅ) — ଦୁଃଖ; କ୍ଳେଶ — Pain; agony
  • ସଂ. ବି. (ପ୍ରସୂତି=ପ୍ରସବ+ଜନ୍ ଧାତୁ+କର୍ତ୍ତୃ. ଅ) — ଜାରଜ ସନ୍ତାନ — Bastard child