ପ୍ରସୂତ Prasūta

  • ସଂ. ବି. ପୁଂ. (ପ୍ର+ସୂ ଧାତୁ+କର୍ମ. ତ) — ସଂଜାତ; ଉତ୍ପନ୍ନ; ଜନ୍ମଗ୍ରହଣ କରିଥିବା — Born; produced; engendered
  • ସଂ. ବି. ପୁଂ. (ପ୍ର+ସୂ ଧାତୁ+କର୍ମ. ତ) — (+କର୍ମ. ତ) ଉତ୍ପାଦକ (ହି. ଶ) — Producing; productive
  • ସଂ. ବି — ଫୁଲ — Flower
  • ସଂ. ବି — ଉତ୍ପାଦକ ବସ୍ତୁ — Any productive source (Apte)
  • ସଂ. ବି — ସୂତିକା ରୋଗ; ପ୍ରସବ ପରେ ସ୍ତ୍ରୀମାନଙ୍କ ହେବା ଜ୍ୱର ଓ ଝାଡ଼ା (ହି. ଶବ୍ଦସାଗର) — Puerperal fever and dysentery