ପ୍ରସୂନ Prasūna

  • ସଂ. ବି. (ପ୍ର+ସୂ ଧାତୁ+କର୍ମ. ତ) — କୁସୁମ; ପୁଷ୍ପ — Flower
  • ସଂ. ବି. (ପ୍ର+ସୂ ଧାତୁ+କର୍ମ. ତ) — ମୁକୁଳ; କଢ଼ — Bud; blossom
  • ସଂ. ବି. (ପ୍ର+ସୂ ଧାତୁ+କର୍ମ. ତ) — ଫଳ — Fruit
  • ସଂ. ବିଣ — ଜାତ; ଉତ୍ପନ୍ନ — Born; produced