ପ୍ରସେକ Praseka
- ସଂ. ବି. (ପ୍ର+ସିଚ୍ ଧାତୁ+ଭାବ. ଅ) — ସେଚନ; ସିଞ୍ଚିବା — Sprinkling
- ସଂ. ବି. (ପ୍ର+ସିଚ୍ ଧାତୁ+ଭାବ. ଅ) — ଦ୍ରବ ପଦାର୍ଥର ଯେଉଁ ଅଂଶ ନିଗିଡ଼ି କରି ଟୋପା ଟୋପା ହୋଇ ପଡ଼େ — Droppings of a liquid
- ସଂ. ବି. (ପ୍ର+ସିଚ୍ ଧାତୁ+ଭାବ. ଅ) — ସୁଶ୍ରୁତୋକ୍ତ ଅସାଧ୍ୟ ରୋଗବିଶେଷ (ହି. ଶ) — A kind of serious disease
- ସଂ. ବି. (ପ୍ର+ସିଚ୍ ଧାତୁ+ଭାବ. ଅ) — ଚରକୋକ୍ତ ନାକରୁ ଓ ମୁଁହରୁ ପାଣି ପଡ଼ିବା ରୋଗ (ହି. ଶ) — A disease resulting in the issue of watery substance from the nose and the mouth; watering of the mouth and nose (Apte)
- ସଂ. ବି. (ପ୍ର+ସିଚ୍ ଧାତୁ+ଭାବ. ଅ) — ଅଣକର ପାତ୍ର — The bowl of a spoon or ladle (Apte)