ପ୍ରଦତ୍ତ Pradatta

  • ସଂ. ବିଣ. (ପ୍ର+ଦତ୍ତ) — ସମର୍ପିତ; ଦତ୍ତ — Given; bestowed; presented
  • ସଂ. ବିଣ. (ପ୍ର+ଦତ୍ତ) — ନ୍ୟସ୍ତ; ଅର୍ପିତ — Conferred; entrusted