ପ୍ରଦର୍ଶନୀୟ Pradarṡanīya

  • ସଂ. ବିଣ. (ପ୍ର+ ଦର୍ଶନୀୟ) — ପ୍ରଦର୍ଶିତ ହେବା ଯୋଗ୍ୟ; ଯାହା ସମସ୍ତଙ୍କୁ ଦେଖାହେବା ଯୋଗ୍ୟ — Fit to be exhibited; displayed