ପ୍ରଦର Pradara

  • ସଂ. ବି. (ପ୍ର+ ଦୃ ଧାତୁ+ ଭାବ. ଅ) — ଫାଡ଼ିବା; ବିଦାରଣ — Tearing; rending
  • ସଂ. ବି. (ପ୍ର+ ଦୃ ଧାତୁ+ ଭାବ. ଅ) — ଭଙ୍ଗ — Breaking; fracture
  • ସଂ. ବି. (ପ୍ର+ ଦୃ ଧାତୁ+ ଭାବ. ଅ) — (+ କରଣ. ଅ) ବାଣ — An arrow; shaft
  • ସଂ. ବି. (ପ୍ର+ ଦୃ ଧାତୁ+ ଭାବ. ଅ) — (+ କର୍ମ. ଅ) ଫାଟ — Fissure; cleft
  • ସଂ. ବି. (ପ୍ର+ ଦୃ ଧାତୁ+ ଭାବ. ଅ) — (+ କର୍ତ୍ତୃ. ଅ) ଅଶ୍ରୁଦ୍ଗର; ସ୍ତ୍ରୀଲୋକଙ୍କର ଜନନେନ୍ଦ୍ରିୟ ବାଟେ ଅତ୍ୟଧିକ ପରିମାଣରେ ନିର୍ଗତ ହେବା ଶ୍ୱେତ ରସ ବା ରକ୍ତ- ସ୍ରାବ ରୂପ ରୋଗବିଶେଷ — A female disease; menorrhagia; leucorrhoea
  • ସଂ. ବି. (ପ୍ର+ ଦୃ ଧାତୁ+ ଭାବ. ଅ) — [ଦ୍ର—ଏହା ଶ୍ୱେତ ଓ ରକ୍ତସ୍ରାବ ଭେଦରେ 2 ପ୍ରକାର ଯଥା—ଶ୍ୱେତପ୍ରଦର — [ଦ୍ର—ଏହା ଶ୍ୱେତ ଓ ରକ୍ତସ୍ରାବ ଭେଦରେ2ପ୍ରକାର ଯଥା—ଶ୍ୱେତପ୍ରଦର(Leucorrhoea)ଓ ରକ୍ତପ୍ରଦର(metrorrhagia)