ପ୍ରଦର୍ଶନୀ Pradarṡanī
- ସଂ. ବି. ସ୍ତ୍ରୀ. (ପ୍ରଦର୍ଶନୀ+ ସ୍ତ୍ରୀ. ଈ) — ମେଳା; ଯେଉଁଠାରେ ବହୁ ସ୍ଥାନରୁ ସଂଗୃହୀତ ଦ୍ରବ୍ୟ ସମ୍ଭାର ସାଧାରଣଙ୍କୁ ପ୍ରଦର୍ଶିତ ହୁଏ — A show; an exibition; a fair
- ସଂ. ବି. ସ୍ତ୍ରୀ. (ପ୍ରଦର୍ଶନୀ+ ସ୍ତ୍ରୀ. ଈ) — [ଦ୍ର—ଯେଉଁ ଯେଉଁ ବିଷୟକ ଦ୍ରବ୍ୟମାନ ପ୍ରଦର୍ଶନୀରେ ପ୍ରଦର୍ଶିତ ହୁଏ ସେହି ସେହି ବିଷୟ ବା ଦ୍ରବ୍ୟର ନାମରେ ପ୍ରଦର୍ଶନୀର ନାମ— କରଣ ହୁଏ, ଯଥା—ପୁଷ୍ପ ପ୍ରଦର୍ଶନୀ, ଶିଳ୍ପ ପ୍ରଦର୍ଶନୀ, କୃଷି ପ୍ରଦର୍ଶନୀ, ପଶୁ ପ୍ରଦର୍ଶନୀ।]