ପ୍ରଦ Prada

  • ସଂ. ବିଣ. ପୁଂ. (ପ୍ର+ ଦା ଧାତୁ+ କର୍ତ୍ତୃ. ଅ; ସମାସରେ ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ ହୁଏ ଯଥା—ଶାନ୍ତିପ୍ରଦ, ଫଳପ୍ରଦ) — ଯାହା ଦାନ କରେ; ପ୍ରଦାୟକ; ଦାତା — That which gives; giving