ପ୍ରଦକ୍ଷିଣ Pradakshiṇa

  • ସଂ. ବି. — ପ୍ରଦକ୍ଷିଣା (ଦେଖ) — Pradakshiṇā (See)
  • ସଂ. ବିଣ. (ପ୍ର+ ଦକ୍ଷିଣ= ଅନୁକୂଳ) — ଅନୁକୂଳ — Favourable; friendly; well-disposed
  • ସଂ. ବିଣ. (ପ୍ର+ ଦକ୍ଷିଣ= ଅନୁକୂଳ) — ଶୁଭସୂଚକ — Auspicious