ପ୍ରଦର୍ଶନ Pradarṡana

  • ସଂ. ବି. (ପ୍ର+ଦୃଶ୍ ଧାତୁ ଣିଚ୍ ଦର୍ଶି ଧାତୁ+ ଭାବ. ଅନ) — ଦେଖାଇବା — Showing; exhibiting
  • ସଂ. ବି. (ପ୍ର+ଦୃଶ୍ ଧାତୁ ଣିଚ୍ ଦର୍ଶି ଧାତୁ+ ଭାବ. ଅନ) — ବର୍ଣ୍ଣନା; ଉଲ୍ଲେଖ — Describing; narrating; mentioning
  • ସଂ. ବି. (ପ୍ର+ଦୃଶ୍ ଧାତୁ ଣିଚ୍ ଦର୍ଶି ଧାତୁ+ ଭାବ. ଅନ) — ସୂଚନା — Indication
  • ସଂ. ବି. (ପ୍ର+ଦୃଶ୍ ଧାତୁ ଣିଚ୍ ଦର୍ଶି ଧାତୁ+ ଭାବ. ଅନ) — ବ୍ୟାଖ୍ୟା କରିବା — Expounding; propounding; explaining
  • ସଂ. ବି. (ପ୍ର+ଦୃଶ୍ ଧାତୁ ଣିଚ୍ ଦର୍ଶି ଧାତୁ+ ଭାବ. ଅନ) — ଭବିଷ୍ୟତ୍ ବିଷୟର କଥନ — Prophesying