ପ୍ରତୀତ Pratīta

  • ସଂ. ବିଣ (ପ୍ରତି+ଇ ଧାତୁ=ଯିବା, ବୋଧକରିବା+କର୍ମ. ତ) — ବିଖ୍ୟାତ; ପ୍ରସିଦ୍ଧ — Celebrated; renowned
  • ସଂ. ବିଣ (ପ୍ରତି+ଇ ଧାତୁ=ଯିବା, ବୋଧକରିବା+କର୍ମ. ତ) — ଜ୍ଞାତ; ଅନୁଭୂତ — Known; realised
  • ସଂ. ବିଣ (ପ୍ରତି+ଇ ଧାତୁ=ଯିବା, ବୋଧକରିବା+କର୍ମ. ତ) — ହୃଷ୍ଟ; ପ୍ରୀତ — Delighted; pleased
  • ସଂ. ବିଣ (ପ୍ରତି+ଇ ଧାତୁ=ଯିବା, ବୋଧକରିବା+କର୍ମ. ତ) — ସମ୍ମାନିତ — Respected
  • ସଂ. ବିଣ (ପ୍ରତି+ଇ ଧାତୁ=ଯିବା, ବୋଧକରିବା+କର୍ମ. ତ) — ଅତୀତ — Past
  • ସଂ. ବିଣ (ପ୍ରତି+ଇ ଧାତୁ=ଯିବା, ବୋଧକରିବା+କର୍ମ. ତ) — ବିଶ୍ୱସ୍ତ — Trusted; believed
  • ସଂ. ବିଣ (ପ୍ରତି+ଇ ଧାତୁ=ଯିବା, ବୋଧକରିବା+କର୍ମ. ତ) — ଜ୍ଞାନବାନ୍; ଜ୍ଞାନୀ — Wise