ପ୍ରତୀଚୀ Pratīchī

  • ସଂ. ବି (ପ୍ରତି=ପଶ୍ଚାତ୍+ଅନଚ୍ ଧାତୁ=ଯିବା+ଅଧିକରଣ. କ୍ୱିପ୍; ପଶ୍ଚାତ୍ ବା ଦିନାନ୍ତେ ସୂର୍ଯ୍ୟ ଏହି ଦିଗକୁ ଯାଉ— ଥିବାରୁ) — ପଶ୍ଚିମଦିଗ — The western quarter