ପ୍ରତୀପଗାମୀ Pratīpagāmī
- ସଂ. ବିଣ. ପୁଂ. (ପ୍ରତୀପ+ଗାମିନ୍; 1 ମା. 1 ବ) — ବିପରୀତ ଦିଗରେ ଗମନକାରୀ — Going in an opposite direction
- ସଂ. ବିଣ. ପୁଂ. (ପ୍ରତୀପ+ଗାମିନ୍; 1 ମା. 1 ବ) — ପ୍ରତିକୂଳାଚାରୀ — Acting in a contrary direction; acting in opposition
- ସଂ. ବିଣ. ପୁଂ. (ପ୍ରତୀପ+ଗାମିନ୍; 1 ମା. 1 ବ) — ଅମାନିଆ — Refractory