ପ୍ରତୀପ ବଚନ Pratīpa bachana
- ସଂ. ବି. (କର୍ମଧା; ପ୍ରତୀପ+ବଚନ) — ପ୍ରତିବାଦ; ବିରୁଦ୍ଧବାଦ — Contradiction
- ସଂ. ବି. (କର୍ମଧା; ପ୍ରତୀପ+ବଚନ) — ଅପ୍ରକୃତ ଉତ୍ତର — A perverse or evasive reply
- ସଂ. ବି. (କର୍ମଧା; ପ୍ରତୀପ+ବଚନ) — ପୂର୍ବବର୍ତ୍ତୀ ବକ୍ତାଙ୍କ ଯୁକ୍ତିର ପ୍ରକୃତ ଉତ୍ତର ନ ଦେଇ ତୃତୀୟ ବ୍ୟକ୍ତିଙ୍କୁ କହିବା — A speech made to a third person without giving a direct reply to the previous speaker