ପ୍ରତୀପଦର୍ଶିନୀ Pratīpadarṡinī

  • ସଂ. ବିଣ. ସ୍ତ୍ରୀ — 'ପ୍ରତୀପଦର୍ଶୀ'ର ସ୍ତ୍ରୀଲିଙ୍ଗ — Feminine of 'Pratīpadarṡī'
  • ସଂ. ବି. ସ୍ତ୍ରୀ — ନାରୀ; ସ୍ତ୍ରୀ — Woman
  • ସଂ. ବି. ସ୍ତ୍ରୀ — ନବସ୍ତ୍ରୀ ବା ନବବଧୂ (ଯେ ଦର୍ଶକ ଆଡ଼ୁ ମୁହଁକୁ ବୁଲାଇନିଏ) — A new wife or a new bride