ପ୍ରତୀବାଦ Pratībāda

  • ସଂ. ବି. (ପ୍ରତି+ବଦ୍ ଧାତୁ+ଅ) — ପ୍ରତିକୂଳ ଉକ୍ତି — Contradiction
  • ସଂ. ବି. (ପ୍ରତି+ବଦ୍ ଧାତୁ+ଅ) — ମକଦ୍ଦମାରେ ପ୍ରତିବାଦୀର ପ୍ରଦତ୍ତ ଜବାବ — Pleading in reply; defendant's statement
  • ସଂ. ବି. (ପ୍ରତି+ବଦ୍ ଧାତୁ+ଅ) — ଆପତ୍ତି — Objection
  • ସଂ. ବି. (ପ୍ରତି+ବଦ୍ ଧାତୁ+ଅ) — ବିବାଦ — Contention; dispute
  • ସଂ. ବି. (ପ୍ରତି+ବଦ୍ ଧାତୁ+ଅ) — ପ୍ରତ୍ୟୁତ୍ତର — Reply
  • ସଂ. ବି. (ପ୍ରତି+ବଦ୍ ଧାତୁ+ଅ) — ଅଭିଯୋଗ; ମାଲିମକଦ୍ଦମା — Litigation
  • ସଂ. ବି. (ପ୍ରତି+ବଦ୍ ଧାତୁ+ଅ) — ଆରୋପିତ ଅଭିଯୋଗ ବିରୋଧରେ ଆପତ୍ତି — Protest against a charge