ପ୍ରତୀଚୀନ Pratīchīna

  • ସଂ. ବିଣ (ପ୍ରତୀଚୀ+ସମ୍ବନ୍ଧାର୍ଥେ ଈନ୍; ତୁଳ; ପ୍ରାଚୀନ; ତରଶ୍ଚୀନ) — ପଶ୍ଚିମ ସମ୍ବନ୍ଧୀୟ; ପଶ୍ଚିମ ଦେଶୀୟ; ପଶ୍ଚିମ ଦେଶ ଜାତ — Western
  • ସଂ. ବିଣ (ପ୍ରତୀଚୀ+ସମ୍ବନ୍ଧାର୍ଥେ ଈନ୍; ତୁଳ; ପ୍ରାଚୀନ; ତରଶ୍ଚୀନ) — ପଛଆଡ଼େ ଥିବା — Being behind; situated in the rear