ପ୍ରତିଭା Pratibhā
- ସଂ. ବି. (ପ୍ରତି+ଭା ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଅ +ସ୍ତ୍ରୀ. ଆ) — ପ୍ରଜ୍ଞା; ଅସାଧାରଣ ବୁଦ୍ଧି — Extraordinary intelligence
- ସଂ. ବି. (ପ୍ରତି+ଭା ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଅ +ସ୍ତ୍ରୀ. ଆ) — ପ୍ରତ୍ୟୁତ୍ପନ୍ନ ମତି; ଉପସ୍ଥିତ ବୁଦ୍ଧି — Presence of mind
- ସଂ. ବି. (ପ୍ରତି+ଭା ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଅ +ସ୍ତ୍ରୀ. ଆ) — ନବନବୋନ୍ମେଷଶାଳିନୀ ବୁଦ୍ଧି — Creative genius
- ସଂ. ବି. (ପ୍ରତି+ଭା ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଅ +ସ୍ତ୍ରୀ. ଆ) — ପ୍ରଭା; ଦୀପ୍ତି; ଔଜ୍ଜ୍ୱଲ୍ୟ — Splendour; brilliancy
- ସଂ. ବି. (ପ୍ରତି+ଭା ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଅ +ସ୍ତ୍ରୀ. ଆ) — ସାଦୃଶ୍ୟ — Similarity
- ସଂ. ବି. (ପ୍ରତି+ଭା ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଅ +ସ୍ତ୍ରୀ. ଆ) — ପ୍ରତିବିମ୍ବିତ ଆଲୋକ ବା ଉଜ୍ଜ୍ୱଳତା — Reflected light or lustre
- ସଂ. ବି. (ପ୍ରତି+ଭା ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଅ +ସ୍ତ୍ରୀ. ଆ) — ସାହସିକତା — Boldness
- ସଂ. ବି. (ପ୍ରତି+ଭା ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଅ +ସ୍ତ୍ରୀ. ଆ) — ପ୍ରଗଳ୍ଭତା — Audacity; pertness; forwardness
- ସଂ. ବି. (ପ୍ରତି+ଭା ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଅ +ସ୍ତ୍ରୀ. ଆ) — ପ୍ରଖର ବୁଦ୍ଧି; ତୀକ୍ଷ୍ଣ ବୁଦ୍ଧି — Sharp wit; brilliant intellect
- ଦେ. ବି. (ସଂ. ପ୍ରଭାବ) — ଶକ୍ତି; ସାମର୍ଥ୍ୟ; କ୍ଷମତା — Power
- ଦେ. ବି. (ସଂ. ପ୍ରଭାବ) — ପ୍ରତି ଅବୟବରେ ଅଛି ଯେଉଁ ଶୋଭା, କହିବାକୁ କାହାର ହୋଇବ ପ୍ରତିଭା। କୃଷ୍ଣସିଂହ, ମହାଭାରତ, ବନ।