ପ୍ରତିଭ Pratibha
- ଦେ. ବି. (ସଂ. ପ୍ରତିଭା) — ସାଦୃଶ୍ୟ — Similarity
- ଦେ. ବି. (ସଂ. ପ୍ରତିଭା) — କାମ ସୃଷ୍ଟି ଜାତ ପାଳିବା ରହିତ ଅର୍ଥେ ରଖିଲେ ପ୍ରତିଭା। ଦୀନକୃଷ୍ଣ. ରସକଲ୍ଲୋଳ।
- ସଂ. ବିଣ. ପୁଂ. (ଅନ୍ୟ ଶବ୍ଦ ସଙ୍ଗେ ସମାସରେ ବ୍ୟବହୃତ ଯଥା— ସୂର୍ଯ୍ୟପ୍ରତିଭ) ଅମୁକ ପରି ପ୍ରଭା ଯୁକ୍ତ — Shining like