ପ୍ରତିଭାନ Pratibhāna

  • ସଂ. ବି. (ପ୍ରତି+ଭା ଧାତୁ+ଭାବ. ଅନ) — ପ୍ରଜ୍ଞା — Intellect
  • ସଂ. ବି. (ପ୍ରତି+ଭା ଧାତୁ+ଭାବ. ଅନ) — ଜ୍ଞାନ — Knowledge
  • ସଂ. ବି. (ପ୍ରତି+ଭା ଧାତୁ+ଭାବ. ଅନ) — ବୁଦ୍ଧି — Intelligence
  • ସଂ. ବି. (ପ୍ରତି+ଭା ଧାତୁ+ଭାବ. ଅନ) — ପ୍ରଭା — Brilliance; lustre