ପ୍ରତିଭାତ Pratibhāta

  • ସଂ. ବିଣ. (ପ୍ରତି+ଭା ଧାତୁ=ଦୀପ୍ତି ପାଇବା+କର୍ମ. ତ) — ପ୍ରଦୀପ୍ତ — Lighted
  • ସଂ. ବିଣ. (ପ୍ରତି+ଭା ଧାତୁ=ଦୀପ୍ତି ପାଇବା+କର୍ମ. ତ) — (+କର୍ତ୍ତୃ. ତ) ଉଦିତ — Risen
  • ସଂ. ବିଣ. (ପ୍ରତି+ଭା ଧାତୁ=ଦୀପ୍ତି ପାଇବା+କର୍ମ. ତ) — ପ୍ରକାଶିତ — Appearing; manifested
  • ସଂ. ବିଣ. (ପ୍ରତି+ଭା ଧାତୁ=ଦୀପ୍ତି ପାଇବା+କର୍ମ. ତ) — ପ୍ରତୀତ — Believed