ପ୍ରତିବୋଧନ Pratibodhana

  • ସଂ. ବି. (ପ୍ରତି+ବୋଧନ) — ନିଦରୁ ଉଠାଇବା — Awakening; rousing up
  • ସଂ. ବି. (ପ୍ରତି+ବୋଧନ) — ଜ୍ଞାନ ଉତ୍ପାଦନ କରଣ — Generating knowledge