ପ୍ରତିବୋଧକ Pratibodhaka
- ସଂ. ବି ଓ ବିଣ. ପୁଂ. — ନିଦ୍ରା ଭଙ୍ଗକାରୀ — One who rouses a person from sleep
- ସଂ. ବି ଓ ବିଣ. ପୁଂ. — ଜ୍ଞାନ ଉତ୍ପନ୍ନ କରାଇବା ବ୍ୟକ୍ତି — One who generates knowledge or wisdom
- ସଂ. ବି ଓ ବିଣ. ପୁଂ. — ତିରସ୍କାରକ — Reprimander
- ସଂ. ବି ଓ ବିଣ. ପୁଂ. — ଶିକ୍ଷକ — Teacher