ପ୍ରତିଭାନ୍ୱିତ Pratibhānwita

  • ସଂ. ବିଣ. ପୁଂ. ( 3 ୟା ତତ୍; ପ୍ରତିଭା+ଅନ୍ୱିତ) — ତୀକ୍ଷ୍ଣ ଧୀସମ୍ପନ୍ନ — Quick-witted having sharp intellect
  • ସଂ. ବିଣ. ପୁଂ. ( 3 ୟା ତତ୍; ପ୍ରତିଭା+ଅନ୍ୱିତ) — ଉପସ୍ଥିତ ବୁଦ୍ଧିସମ୍ପନ୍ନ — Having presence of mind
  • ସଂ. ବିଣ. ପୁଂ. ( 3 ୟା ତତ୍; ପ୍ରତିଭା+ଅନ୍ୱିତ) — ନବନବୋନ୍ମେଷଶାଳିନୀ ବୁଦ୍ଧିଯୁକ୍ତ — Having creative genius; resourceful
  • ସଂ. ବିଣ. ପୁଂ. ( 3 ୟା ତତ୍; ପ୍ରତିଭା+ଅନ୍ୱିତ) — ବୁଦ୍ଧିଜୀବୀ; ବୁଦ୍ଧିମାନ୍ — Intelligent
  • ସଂ. ବିଣ. ପୁଂ. ( 3 ୟା ତତ୍; ପ୍ରତିଭା+ଅନ୍ୱିତ) — ପ୍ରଗଳ୍ଭ — Audacious; bold, forward
  • ସଂ. ବିଣ. ପୁଂ. ( 3 ୟା ତତ୍; ପ୍ରତିଭା+ଅନ୍ୱିତ) — ପ୍ରଭାବିଶିଷ୍ଟ — Brilliant