ପ୍ରତିଭାଷ କରିବା Pratibhāsha karibā

  • ଦେ. କ୍ରି. (ସଂ. ପ୍ରତିଭାଷ) — ଉତ୍ତର ଦେବା — To reply
  • ଦେ. କ୍ରି. (ସଂ. ପ୍ରତିଭାଷ) — ବିଶ୍ୱାମିତ୍ର ଶ୍ରବଣରେ କଲେ ପ୍ରତିଭାଷ, ବିନାଶ ତହିଁ ଉତ୍ପତ୍ତି ଯହିଁରୁ ନ ଘୋଷ। ଭଞ୍ଜ, ବୈଦେହୀଶବିଳାସ।