ପ୍ରଣାମ Praṇāma

  • ସଂ. ବି. (ପ୍ର+ନମ୍ ଧାତୁ=ନଇଁବା; ନମସ୍କାର କରିବା+ ଭାବ. ଅ; ଣତ୍ୱ ବିଧାନ) — ପ୍ରଣତି; ଭକ୍ତି ପୂର୍ବକ ନମସ୍କାର — Obeisance; reverential salutation
  • ସଂ. ବି. (ପ୍ର+ନମ୍ ଧାତୁ=ନଇଁବା; ନମସ୍କାର କରିବା+ ଭାବ. ଅ; ଣତ୍ୱ ବିଧାନ) — ଜ୍ୟେଷ୍ଠ, ଶ୍ରେଷ୍ଠ ଓ ଗରିଷ୍ଠ ବ୍ୟକ୍ତିମାନଙ୍କ ସମ୍ମୁଖରେ ବା ଦେବପ୍ରତିମା ସମ୍ମୁଖରେ ବା ଈଶ୍ୱରଙ୍କୁ ଲକ୍ଷ୍ୟ କରି ମସ୍ତକକୁ ବା ଦେହକୁ ନତ କରି ହାତ ଯୋଡ଼ି ବା ଚରଣ ତଳେ ମୁଣ୍ଡ ଲଗାଇ ଅଭିବାଦନ କରିବା — Reverential salutation made to one's elder or respectable people or to God or to a Deity by bowing down one's body
  • ସଂ. ବି. (ପ୍ର+ନମ୍ ଧାତୁ=ନଇଁବା; ନମସ୍କାର କରିବା+ ଭାବ. ଅ; ଣତ୍ୱ ବିଧାନ) — [ଦ୍ର—ପ୍ରଣାମ ସ୍ୱାପକର୍ଷକ ବ୍ୟାପାର ଏବଂ ସାଧାରଣତଃ 4 ପ୍ରକାର ଯଥା—ଅଭିବାଦନ, ପଞ୍ଚାଙ୍ଗ, ଅଷ୍ଟାଙ୍ଗ ଓ କରଶିରଃ— ସଂଯୋଗ। — [ଦ୍ର—ପ୍ରଣାମ ସ୍ୱାପକର୍ଷକ ବ୍ୟାପାର ଏବଂ ସାଧାରଣତଃ4ପ୍ରକାର ଯଥା—ଅଭିବାଦନ, ପଞ୍ଚାଙ୍ଗ, ଅଷ୍ଟାଙ୍ଗ ଓ କରଶିରଃ— ସଂଯୋଗ
  • ସଂ. ବି. (ପ୍ର+ନମ୍ ଧାତୁ=ନଇଁବା; ନମସ୍କାର କରିବା+ ଭାବ. ଅ; ଣତ୍ୱ ବିଧାନ) — ଅଭିବାଦନ—ନାମୋଚ୍ଚାରଣ ପୂର୍ବକ କିମ୍ବା ନମ୍ର ବଚନ ଉଚ୍ଚାରଣ ପୂର୍ବକ ନମସ୍କାର।
  • ସଂ. ବି. (ପ୍ର+ନମ୍ ଧାତୁ=ନଇଁବା; ନମସ୍କାର କରିବା+ ଭାବ. ଅ; ଣତ୍ୱ ବିଧାନ) — ପଞ୍ଚାଙ୍ଗ ପ୍ରଣାମ—ବାହୁଦ୍ୱୟ, ଜାନୁଦ୍ୱୟ, ମସ୍ତକ, ବାକ୍ୟ ଓ ଦର୍ଶନେନ୍ଦ୍ରିୟ ଏହି 5 ଟିର ସଂଯୋଗରେ ନମସ୍କାର। — ପଞ୍ଚାଙ୍ଗ ପ୍ରଣାମ—ବାହୁଦ୍ୱୟ, ଜାନୁଦ୍ୱୟ, ମସ୍ତକ, ବାକ୍ୟ ଓ ଦର୍ଶନେନ୍ଦ୍ରିୟ ଏହି5ଟିର ସଂଯୋଗରେ ନମସ୍କାର
  • ସଂ. ବି. (ପ୍ର+ନମ୍ ଧାତୁ=ନଇଁବା; ନମସ୍କାର କରିବା+ ଭାବ. ଅ; ଣତ୍ୱ ବିଧାନ) — ଅଷ୍ଟାଙ୍ଗ ବା ସାଷ୍ଟାଙ୍ଗ ପ୍ରଣାମ—ପଦଦ୍ୱୟ, ଜାନୁଦ୍ୱୟ, କରଦ୍ୱୟ, ବକ୍ଷଃସ୍ଥଳ, ମସ୍ତକ, ଦର୍ଶନେନ୍ଦ୍ରିୟ, ବାକ୍ୟ ଓ ମନ ଏହି ଆଠ ଗୋଟିର ସଂଯୋଗରେ ନମସ୍କାର।
  • ସଂ. ବି. (ପ୍ର+ନମ୍ ଧାତୁ=ନଇଁବା; ନମସ୍କାର କରିବା+ ଭାବ. ଅ; ଣତ୍ୱ ବିଧାନ) — କରଶିରଃ ସଂଯୋଗ ପ୍ରଣାମ—ହସ୍ତ ଦ୍ୱୟକୁ ମୁଣ୍ଡରେ ଲଗାଇ କରିବା ନମସ୍କାର।
  • ସଂ. ବି. (ପ୍ର+ନମ୍ ଧାତୁ=ନଇଁବା; ନମସ୍କାର କରିବା+ ଭାବ. ଅ; ଣତ୍ୱ ବିଧାନ) — କାୟିକ, ବାଚିକ ଓ ମାନସିକ ଭେଦରେ ମଧ୍ୟ ପ୍ରଣାମ 3 ପ୍ରକାର।] — କାୟିକ, ବାଚିକ ଓ ମାନସିକ ଭେଦରେ ମଧ୍ୟ ପ୍ରଣାମ3ପ୍ରକାର]