ପ୍ରଣାଳ Praṇāḻa

  • ସଂ. ବି. (ପ୍ର+ନଳ୍ ଧାତୁ=ବାନ୍ଧିବା+କରଣ. ଅ; +ସ୍ତ୍ରୀ. ଈ; ଣତ୍ୱ ବିଧାନ) — ଜଳ ବାହାରିଯିବାର ବାଟ; ପାଣି ନାଳ; ନଳା; ନର୍ଦ୍ଦମା — Channel; watercourse; drain
  • ସଂ. ବି. (ପ୍ର+ନଳ୍ ଧାତୁ=ବାନ୍ଧିବା+କରଣ. ଅ; +ସ୍ତ୍ରୀ. ଈ; ଣତ୍ୱ ବିଧାନ) — ଧାଡ଼ି; ଶ୍ରେଣୀ — Row; line
  • ସଂ. ବି. (ପ୍ର+ନଳ୍ ଧାତୁ=ବାନ୍ଧିବା+କରଣ. ଅ; +ସ୍ତ୍ରୀ. ଈ; ଣତ୍ୱ ବିଧାନ) — କାର୍ଯ୍ୟ ସାଧନର ବାଟ; ଉପାୟ — Means; mediation
  • ସଂ. ବି. (ପ୍ର+ନଳ୍ ଧାତୁ=ବାନ୍ଧିବା+କରଣ. ଅ; +ସ୍ତ୍ରୀ. ଈ; ଣତ୍ୱ ବିଧାନ) — ରୀତି — Custom; practice
  • ସଂ. ବି. (ପ୍ର+ନଳ୍ ଧାତୁ=ବାନ୍ଧିବା+କରଣ. ଅ; +ସ୍ତ୍ରୀ. ଈ; ଣତ୍ୱ ବିଧାନ) — ନିୟମ — Rule
  • ସଂ. ବି. (ପ୍ର+ନଳ୍ ଧାତୁ=ବାନ୍ଧିବା+କରଣ. ଅ; +ସ୍ତ୍ରୀ. ଈ; ଣତ୍ୱ ବିଧାନ) — ପଦ୍ଧତି — Method
  • ସଂ. ବି. (ପ୍ର+ନଳ୍ ଧାତୁ=ବାନ୍ଧିବା+କରଣ. ଅ; +ସ୍ତ୍ରୀ. ଈ; ଣତ୍ୱ ବିଧାନ) — ଦେଶାଚାର — Usage
  • ସଂ. ବି. (ପ୍ର+ନଳ୍ ଧାତୁ=ବାନ୍ଧିବା+କରଣ. ଅ; +ସ୍ତ୍ରୀ. ଈ; ଣତ୍ୱ ବିଧାନ) — ଧାରା — Succession; series
  • ସଂ. ବି. (ପ୍ର+ନଳ୍ ଧାତୁ=ବାନ୍ଧିବା+କରଣ. ଅ; +ସ୍ତ୍ରୀ. ଈ; ଣତ୍ୱ ବିଧାନ) — (ଭୂଗୋଳ) ଦୁଇ ବୃହତ୍ ଜଳ ଭାଗକୁ ସଂଯୋଗ କରିଥିବା ସଂକୀର୍ଣ୍ଣ ଜଳ ଭାଗ — (geography) Straits; a narrow channel connecting two wide expanses of water
  • ଦେ. ବି. — ଶିବଲିଙ୍ଗର ଶକ୍ତି; ଶିବ ଲିଙ୍ଗର ଚାରିପାଖରେ ଥିବା ନାଳ — The channel round the phallic image of Ṡiba