ପ୍ରଣାଶ Praṇāṡa

  • ସଂ. ବି—(ପ୍ର+ନଶ୍ ଧାତୁ+ଭାବ ଅ; ଣତ୍ୱ ବିଧାନ) ମୃତ୍ୟୁ — Death; decease
  • ସଂ. ବି—(ପ୍ର+ନଶ୍ ଧାତୁ+ଭାବ ଅ; ଣତ୍ୱ ବିଧାନ) ବିନାଶ; ଧ୍ୱଂସ — Destruction; perdition; ruin
  • ସଂ. ବି—(ପ୍ର+ନଶ୍ ଧାତୁ+ଭାବ ଅ; ଣତ୍ୱ ବିଧାନ) ପଳାୟନ — Fleeing away
  • ସଂ. ବି—(ପ୍ର+ନଶ୍ ଧାତୁ+ଭାବ ଅ; ଣତ୍ୱ ବିଧାନ) ଲୋପ — Extinction