ପ୍ରଣିନାଦ Praṇināda

  • ସଂ. ବି (ପ୍ର+ନିନାଦ; ଣତ୍ୱ ବିଧାନ) — ଗମ୍ଭୀର ଶବ୍ଦ — Deep rumbling sound
  • ସଂ. ବି (ପ୍ର+ନିନାଦ; ଣତ୍ୱ ବିଧାନ) — ବଜ୍ରନିନାଦ — Thundering sound