ପ୍ରଣାୟକ Praṇāyaka
- ସଂ. ବି. ପୁଂ— (ପ୍ର+ନୀ ଧାତୁ+କର୍ତ୍ତୃ. ଅକ) — ସୈନ୍ୟାଧ୍ୟକ୍ଷ — A commander of an army
- ସଂ. ବି. ପୁଂ— (ପ୍ର+ନୀ ଧାତୁ+କର୍ତ୍ତୃ. ଅକ) — ପ୍ରଧାନ ପରିଚାଳକ — Chief guide; a head; a chief
- ସଂ. ବି. ପୁଂ— (ପ୍ର+ନୀ ଧାତୁ+କର୍ତ୍ତୃ. ଅକ) — ବିଷ୍ଣୁ — Bishṇu
- ସଂ. ବି. ପୁଂ— (ପ୍ର+ନୀ ଧାତୁ+କର୍ତ୍ତୃ. ଅକ) — ଈଶ୍ୱର — God
- ସଂ. ବି. ପୁଂ— (ପ୍ର+ନୀ ଧାତୁ+କର୍ତ୍ତୃ. ଅକ) — ଏକପ୍ରକାର ଢକ୍କା — A kind of drum