ପ୍ରଣାଦ Praṇāda
- ସଂ. ବି. (ପ୍ର+ନାଦ; ଣତ୍ୱ ବିଧାନ) — ହର୍ଷ କୋଳାହଳ; ଆନନ୍ଦ ଧ୍ୱନି — Shout of joy
- ସଂ. ବି. (ପ୍ର+ନାଦ; ଣତ୍ୱ ବିଧାନ) — ଅତି ଉଚ୍ଚ ଶବ୍ଦ — Halloo; loud shout
- ସଂ. ବି. (ପ୍ର+ନାଦ; ଣତ୍ୱ ବିଧାନ) — କର୍ଣ୍ଣନାଦ ରୋଗ; କାନରେ ଭାଁ ଭାଁ ଶବ୍ଦ ଅନୁଭୂତ ହେବା ରୋଗ — A disease in which various sounds are felt inside the ears