ପ୍ରଣୟିନୀ Praṇayinī

  • ସଂ. ବିଣ. ସ୍ତ୍ରୀ (ପ୍ରଣୟିନ୍+ସ୍ତ୍ରୀ. ଈ) 'ପ୍ରଣୟୀ'ର ସ୍ତ୍ରୀ ଲିଙ୍ଗ — Feminine of Praṇayī
  • ସଂ. ବି — ପ୍ରେମପାତ୍ର ସ୍ତ୍ରୀ — Mistress; a man's sweet heart
  • ସଂ. ବି — ସ୍ତ୍ରୀ; ଭାର୍ଯ୍ୟା — Wife