ପ୍ରଣୟାଳାପ Praṇayāḻāpa

  • ସଂ. ବି (ମ. ପ. ଲୋ. କର୍ମଧା; ପ୍ରଣୟ+ଆଳାପ) — ପ୍ରେମ ସମ୍ଭାଷଣ; ନାୟକ ନାୟିକାଙ୍କ ମଧ୍ୟରେ ହେବା ସ୍ନେହାଳାପ — Love talk
  • ସଂ. ବି (ମ. ପ. ଲୋ. କର୍ମଧା; ପ୍ରଣୟ+ଆଳାପ) — [ଦ୍ର—ଏହିପରି ସମାସରେ ପ୍ରଣୟ ଶବ୍ଦ ସଙ୍ଗେ ଅନେକ ଶବ୍ଦ ଯୁକ୍ତ ହୁଏ, ଯଥା— ପ୍ରଣୟଗର୍ଭକ, ପ୍ରଣୟଜନିତ, ପ୍ରଣୟପାତ୍ର, ପ୍ରଣୟରଜ୍ଜୁ, ପ୍ରଣୟବନ୍ଧନ, ପ୍ରଣୟଗାଥା, ପ୍ରଣୟବଚନ, ପ୍ରଣୟ— ଲିପି, ପ୍ରଣୟଭଙ୍ଗ, ପ୍ରଣୟଶୀଳ, ପ୍ରଣୟଶାଳୀ, ପ୍ରଣୟାଭିଳାଷ, ପ୍ରଣୟାନୁରାଗ, ପ୍ରଣୟାଦର, ପ୍ରଣୟାତ୍ମକ, ପ୍ରଣୟସଞ୍ଚାର, ପ୍ରଣୟାନୁରାଗ, ପ୍ରଣୟାସକ୍ତ, ପ୍ରଣୟାହ୍ୱାନ, ପ୍ରଣୟ ସମ୍ବୋଧନ, ପ୍ରଣୟ ବ୍ୟଞ୍ଜକ ଇତ୍ୟାଦି]