ପ୍ରଣସ Praṇasa

  • ସଂ. ବିଣ. ପୁଂ (ବହୁବ୍ରୀହି; ପ୍ର=ପ୍ରଗତ ବା ବିଗତ+ନାସିକା; ନାସିକା ସ୍ଥାନରେ ନସ୍ ଆଦେଶ ଓ ଣତ୍ୱ ବିଧାନ) — ରୋଗାଦିରେ ଯାହାର ନାକ ନଷ୍ଟ ହୋଇଅଛି — One who has lost one's nose; noseless