ପ୍ରଗାତା Pragātā

  • ସଂ. ବିଣ. ପୁଂ. (ପ୍ର+ଗାତୃ; 1 ମା. 1 ବ) — ଉତ୍କୃଷ୍ଟ ଗାୟକ — An excellent singer
  • ସଂ. ବିଣ. ପୁଂ — ସଙ୍ଗୀତନିପୁଣ; ଗାନନିପୁଣ — Skilful in singing