ପ୍ରଗଳ୍ଭ Pragaḻbha

  • ସଂ. ବିଣ. ପୁଂ (ପ୍ର+ ଗଳ୍ଭ ଧାତୁ=ଅହଙ୍କାରୀ ହେବା+ କର୍ତ୍ତୃ. ଅ) — ଅହଙ୍କାରୀ; ଦାମ୍ଭିକ — Vain; proud; arrogant; over- bearing
  • ସଂ. ବିଣ. ପୁଂ (ପ୍ର+ ଗଳ୍ଭ ଧାତୁ=ଅହଙ୍କାରୀ ହେବା+ କର୍ତ୍ତୃ. ଅ) — ଆପଣା ଶକ୍ତି ଉପରେ ଆସ୍ଥାବାନ୍ — Confident on one's powers
  • ସଂ. ବିଣ. ପୁଂ (ପ୍ର+ ଗଳ୍ଭ ଧାତୁ=ଅହଙ୍କାରୀ ହେବା+ କର୍ତ୍ତୃ. ଅ) — ଉତ୍ସାହୀ; ସାହସୀ — Bold; courageous
  • ସଂ. ବିଣ. ପୁଂ (ପ୍ର+ ଗଳ୍ଭ ଧାତୁ=ଅହଙ୍କାରୀ ହେବା+ କର୍ତ୍ତୃ. ଅ) — ନିର୍ଲଜ୍ଜ — Shameless
  • ସଂ. ବିଣ. ପୁଂ (ପ୍ର+ ଗଳ୍ଭ ଧାତୁ=ଅହଙ୍କାରୀ ହେବା+ କର୍ତ୍ତୃ. ଅ) — ସ୍ଥିରପ୍ରତିଜ୍ଞ; ଦୃଢ଼ — Resolute; firm
  • ସଂ. ବିଣ. ପୁଂ (ପ୍ର+ ଗଳ୍ଭ ଧାତୁ=ଅହଙ୍କାରୀ ହେବା+ କର୍ତ୍ତୃ. ଅ) — ଉଦ୍ଧତ; ଧୃଷ୍ଟ — Audacious; insolent
  • ସଂ. ବିଣ. ପୁଂ (ପ୍ର+ ଗଳ୍ଭ ଧାତୁ=ଅହଙ୍କାରୀ ହେବା+ କର୍ତ୍ତୃ. ଅ) — ପାରଗ; ସମର୍ଥ — Able; competent
  • ସଂ. ବିଣ. ପୁଂ (ପ୍ର+ ଗଳ୍ଭ ଧାତୁ=ଅହଙ୍କାରୀ ହେବା+ କର୍ତ୍ତୃ. ଅ) — ନିର୍ଭୀକ; ନିର୍ଭୟ — Fearless; intrepid
  • ସଂ. ବିଣ. ପୁଂ (ପ୍ର+ ଗଳ୍ଭ ଧାତୁ=ଅହଙ୍କାରୀ ହେବା+ କର୍ତ୍ତୃ. ଅ) — ଦୁଷ୍ଟ; ଦୁର୍ଜନ — Wicked
  • ସଂ. ବିଣ. ପୁଂ (ପ୍ର+ ଗଳ୍ଭ ଧାତୁ=ଅହଙ୍କାରୀ ହେବା+ କର୍ତ୍ତୃ. ଅ) — ଅବିନୀତ — Disobedient; arrogant; impudent
  • ସଂ. ବିଣ. ପୁଂ (ପ୍ର+ ଗଳ୍ଭ ଧାତୁ=ଅହଙ୍କାରୀ ହେବା+ କର୍ତ୍ତୃ. ଅ) — ଅବିଚଳିତ; ନିଷ୍କମ୍ପ — Undisturbed, unshaken
  • ସଂ. ବିଣ. ପୁଂ (ପ୍ର+ ଗଳ୍ଭ ଧାତୁ=ଅହଙ୍କାରୀ ହେବା+ କର୍ତ୍ତୃ. ଅ) — ପ୍ରଧାନ; ମୁଖ୍ୟ — Chief; principal; supreme