ପ୍ରଗଳ୍ଭା Pragaḻbhā
- ସଂ. ବିଣ. ସ୍ତ୍ରୀ (ପ୍ରଗଳ୍ଭ+ଆ) — ପ୍ରଗଳ୍ଭର ସ୍ତ୍ରୀଲିଙ୍ଗ — Feminine of Pragaḻbha
- ବି. ସ୍ତ୍ରୀ — ନାୟିକାବିଶେଷ; ପତିମାତ୍ର ବିଷୟରେ କେଳି— କଳାପକୋବିଦା ସ୍ତ୍ରୀ — A lady who counts her husband's careless and is almost in a swoon at the consummation
- ବି. ସ୍ତ୍ରୀ — [ଦ୍ର—ଏହି ଶ୍ରେଣୀର ନାୟିକାର ରତିପ୍ରୀତି ଆକାଙ୍କ୍ଷଣୀୟ ଓ ତନ୍ନିବନ୍ଧନ ଆନନ୍ଦରେ ତାହାର ମୋହ ଉପସ୍ଥିତ ହୁଏ। ମାନ ଅବସ୍ଥାରେ ଏ ନାୟିକା 3 ଶ୍ରେଣୀରେ ବିଭକ୍ତ। ଯଥା—ଧୀରା, ଅଧୀରା, ଓ ଧୀରାଧୀରା।] — [ଦ୍ର—ଏହି ଶ୍ରେଣୀର ନାୟିକାର ରତିପ୍ରୀତି ଆକାଙ୍କ୍ଷଣୀୟ ଓ ତନ୍ନିବନ୍ଧନ ଆନନ୍ଦରେ ତାହାର ମୋହ ଉପସ୍ଥିତ ହୁଏ ମାନ ଅବସ୍ଥାରେ ଏ ନାୟିକା3ଶ୍ରେଣୀରେ ବିଭକ୍ତ ଯଥା—ଧୀରା, ଅଧୀରା, ଓ ଧୀରାଧୀରା]
- ବି. ସ୍ତ୍ରୀ — କାମାସକ୍ତା ସ୍ତ୍ରୀ — A lustful lady
- ବି. ସ୍ତ୍ରୀ — ନିର୍ଲଜ୍ଜା ସ୍ତ୍ରୀ — An immodest or shameless woman
- ବି. ସ୍ତ୍ରୀ — ପ୍ରୌଢ଼ା (ନାୟିକା) (ହି. ଶ) (ଦେଖ) — Pra̲u̲ṟḍ̠ẖā (See)