ପ୍ରଗାଢ଼ Pragāṟḍ̠ẖa

  • ସଂ. ବିଣ. (ପ୍ର+ଗାଢ଼) — ସାତିଶୟ; ଅତ୍ୟନ୍ତ; ଅତିଶୟ; ଅତ୍ୟଧିକ — Much; excessive
  • ସଂ. ବିଣ. (ପ୍ର+ଗାଢ଼) — ଶକ୍ତ; କଠିନ; ଦୃଢ଼ — Hard; firm; difficult
  • ସଂ. ବିଣ. (ପ୍ର+ଗାଢ଼) — ନିବିଡ଼; ଘନ — Very thick; dense
  • ସଂ. ବିଣ. (ପ୍ର+ଗାଢ଼) — ଅଗାଧ; ଘୋର; ଗଭୀର — Deep; profound
  • ସଂ. ବିଣ. (ପ୍ର+ଗାଢ଼) — କଷ୍ଟସାଧ୍ୟ — Difficult
  • ବି — କ୍ଳେଶ; ଯାତନା; ବେଦନା — Pangs; pain; privation
  • ବି — କଷ୍ଟ — Difficulty; trouble
  • କ୍ରି. ବିଣ — ଦୃଢ଼ରୂପେ — Firmly; tightly
  • କ୍ରି. ବିଣ — ଅତ୍ୟନ୍ତ — Very much; exceedingly