ପ୍ରଗମନ Pragamana
- ସଂ. ବି—(ପ୍ର+ଗମନ) — ଆଗ ବଢ଼ିବା (ହି. ଶ) ଅଗ୍ରସର ହେବା — Advancing
- ସଂ. ବି—(ପ୍ର+ଗମନ) — ଉନ୍ନତି (ହି. ଶ) — Improvement
- ସଂ. ବି—(ପ୍ର+ଗମନ) — କଳି; ଝଗଡ଼ା (ହି. ଶ) — Quarrel; dispute
- ସଂ. ବି—(ପ୍ର+ଗମନ) — ଯୁଦ୍ଧ; ଲଢ଼ାଇ (ହି. ଶ) — Fighting
- ସଂ. ବି—(ପ୍ର+ଗମନ) — ଉତ୍ତମ ବା ଉପଯୁକ୍ତ ଉତ୍ତର (ହି. ଶ) — A fitting or proper reply