ପ୍ରଗୁଣ Praguṇa
- ସଂ. ବିଣ. (ପ୍ର+ଗୁଣ) — ପ୍ରକୃଷ୍ଟ ଗୁଣସମ୍ପନ୍ନ — Having excellent qualities
- ସଂ. ବିଣ. (ପ୍ର+ଗୁଣ) — ସୁଦକ୍ଷ; ସୁନିପୁଣ — Skilful; dexterous
- ସଂ. ବିଣ. (ପ୍ର+ଗୁଣ) — ସତ୍ — Honest; upright
- ସଂ. ବିଣ. (ପ୍ର+ଗୁଣ) — ସରଳ; କପଟହୀନ — Straight; frank; sincere
- ସଂ. ବିଣ. (ପ୍ର+ଗୁଣ) — ଅନୁକୂଳ — Favourably disposed; well disposed