ପ୍ରଘଟ Praghaṭa

  • ଦେ. ବିଣ (ସଂ. ପ୍ରକଟ) — ପ୍ରଚାରିତ; ପ୍ରକଟିତ — Published
  • ଦେ. ବିଣ (ସଂ. ପ୍ରକଟ) — ଶ୍ରବଣେ ଶୁଣି ମନେ ଘେନ, ପ୍ରଘଟ ନୁହଇ ପ୍ରଶନ—ଯଶୋବନ୍ତ, ପ୍ରେମଭକ୍ତି ବ୍ରହ୍ମଗୀତା।
  • ଦେ. ବିଣ (ସଂ. ପ୍ରକଟ) — ସର୍ବସାଧାରଣରେ ପ୍ରକାଶିତ — Made public
  • ଦେ. ବିଣ (ସଂ. ପ୍ରକଟ) — ପ୍ରଖ୍ୟାତ — Celebrated
  • ସଂ. ବି — ପ୍ରଖ୍ୟାତି — Celebrity
  • ସଂ. ବି — ପ୍ରଚାର; ପ୍ରକଟନ — Publication