ପ୍ରଗ୍ରହ Pragraha
- ସଂ. ବି (ପ୍ର+ଗ୍ରହ୍ ଧାତୁ=ଗ୍ରହଣ କରିବା+କର୍ମ. ଅ; ଏଥିର ଅପଭ୍ରଂଶ ପଘା) — ଘୋଡ଼ାର ଲଗାମ; ରଶ୍ମି — Rein of a horse
- ସଂ. ବି (ପ୍ର+ଗ୍ରହ୍ ଧାତୁ=ଗ୍ରହଣ କରିବା+କର୍ମ. ଅ; ଏଥିର ଅପଭ୍ରଂଶ ପଘା) — ଘୋଡ଼ା ଓ ଗୋରୁଆଦିଙ୍କୁ ବାନ୍ଧିବାର ପଘା — A halter or rope for tying cattle
- ସଂ. ବି (ପ୍ର+ଗ୍ରହ୍ ଧାତୁ=ଗ୍ରହଣ କରିବା+କର୍ମ. ଅ; ଏଥିର ଅପଭ୍ରଂଶ ପଘା) — ଡୋର; ରଜ୍ଜୁ; ଦଉଡ଼ି — Rope; string
- ସଂ. ବି (ପ୍ର+ଗ୍ରହ୍ ଧାତୁ=ଗ୍ରହଣ କରିବା+କର୍ମ. ଅ; ଏଥିର ଅପଭ୍ରଂଶ ପଘା) — ରଶ୍ମି; କିରଣ — Ray
- ସଂ. ବି (ପ୍ର+ଗ୍ରହ୍ ଧାତୁ=ଗ୍ରହଣ କରିବା+କର୍ମ. ଅ; ଏଥିର ଅପଭ୍ରଂଶ ପଘା) — ତୂଳାସୂତ୍ର; ନିକ୍ତିର ଦଉଡ଼ି — String of a balance
- ସଂ. ବି (ପ୍ର+ଗ୍ରହ୍ ଧାତୁ=ଗ୍ରହଣ କରିବା+କର୍ମ. ଅ; ଏଥିର ଅପଭ୍ରଂଶ ପଘା) — (+ କରଣ. ଅ)—ଭୁଜ; ହାତ; ବାହୁ — Arm; hand
- ସଂ. ବି (ପ୍ର+ଗ୍ରହ୍ ଧାତୁ=ଗ୍ରହଣ କରିବା+କର୍ମ. ଅ; ଏଥିର ଅପଭ୍ରଂଶ ପଘା) — ଅନୁଗ୍ରହ; କୃପା — Favour; kindness
- ସଂ. ବି (ପ୍ର+ଗ୍ରହ୍ ଧାତୁ=ଗ୍ରହଣ କରିବା+କର୍ମ. ଅ; ଏଥିର ଅପଭ୍ରଂଶ ପଘା) — (+ ଭାବ. ଅ)—ଗ୍ରହଣ — Taking; seizing
- ସଂ. ବି (ପ୍ର+ଗ୍ରହ୍ ଧାତୁ=ଗ୍ରହଣ କରିବା+କର୍ମ. ଅ; ଏଥିର ଅପଭ୍ରଂଶ ପଘା) — (+ କର୍ମ. ଅ)—ବନ୍ଦୀ; କଏଦୀ — A prisoner; a captive
- ସଂ. ବି (ପ୍ର+ଗ୍ରହ୍ ଧାତୁ=ଗ୍ରହଣ କରିବା+କର୍ମ. ଅ; ଏଥିର ଅପଭ୍ରଂଶ ପଘା) — (+ ଭାବ. ଅ)—ବନ୍ଧନ — Confinement; captivity
- ସଂ. ବି (ପ୍ର+ଗ୍ରହ୍ ଧାତୁ=ଗ୍ରହଣ କରିବା+କର୍ମ. ଅ; ଏଥିର ଅପଭ୍ରଂଶ ପଘା) — କନିଅର ଗଛ — A sort of flowering plant; Thevetia Nerifloria
- ସଂ. ବି (ପ୍ର+ଗ୍ରହ୍ ଧାତୁ=ଗ୍ରହଣ କରିବା+କର୍ମ. ଅ; ଏଥିର ଅପଭ୍ରଂଶ ପଘା) — ଇନ୍ଦ୍ରିୟନିଗ୍ରହ (ହି. ଶ) — Self control; controlling of one's passions