ପୋଷାଳୀ Poshāḻī

  • ଦେ. ବିଣ — ପଶୁ ପ୍ରଭୃତି ଜୀବମାନଙ୍କୁ ପୋଷି ରଖିଥିବା ବ୍ୟକ୍ତି — One who tames beasts
  • ଦେ. ବିଣ — ପୋଷଣାହାରୀ (ଦେଖ) — Poshaṇāhārī (See)