ପୋଷେଇବା Posheibā

  • ଦେ. କ୍ରି — ପୋଷିବା କ୍ରିୟାର ଣିଜନ୍ତରୂପ— 1 (ଅନ୍ୟ ଦ୍ୱାରା ପୋଷଣ କ୍ରିୟା କରାଇବା — ପୋଷିବା କ୍ରିୟାର ଣିଜନ୍ତରୂପ—(ଅନ୍ୟ ଦ୍ୱାରା ପୋଷଣ କ୍ରିୟା କରାଇବା— . To cause to be reared or maintained
  • ଦେ. କ୍ରି — ପଟିବା; ମନୋମତ ହେବା; ଭଲ ଲାଗିବା; ସୁଖକର ଜଣାଯିବା — To suit; to be one's liking or fancy
  • ଦେ. କ୍ରି — (ଯଥା—ମତେ ଦଶ ହାକିମଙ୍କ ମନ ଯୋଗାଇବା ଚାକିରୀ ପୋଷାଇବ ନାହିଁ।)
  • ଦେ. କ୍ରି — ପ୍ରତିପୋଷଣ ନିମନ୍ତେ ଯଥେଷ୍ଟ ହେବା; ଅଣ୍ଟିବା — To suffice for one's maintenance
  • ଦେ. କ୍ରି — (ଯଥା—ମତେ ମାସକୁ ଟ 3 ଦରମା ପୋଷାଇବ ନାହିଁ) — (ଯଥା—ମତେ ମାସକୁ ଟ3ଦରମା ପୋଷାଇବ ନାହିଁ)
  • ଦେ. କ୍ରି — ଲାଭଜନକ ହେବା — To be profitable
  • ଦେ. କ୍ରି — (ଯଥା—ଏ ବେପାର ମତେ ପୋଷାଇବ ନାହିଁ)