ପୋଷୀ Poshī

  • ଦେ. ବିଣ. (ସଂ. ପୋଷକ; ଅନ୍ୟ ଶବ୍ଦ ସଙ୍ଗେ ଲାଗେ; ଯଥା— ଲକ୍ଷପୋଷୀ) — ଯେ ପୋଷେ; ପ୍ରତିପାଳକ — Maintaining
  • ଦେ. ବିଣ. (ସଂ. ପୋଷକ; ଅନ୍ୟ ଶବ୍ଦ ସଙ୍ଗେ ଲାଗେ; ଯଥା— ଲକ୍ଷପୋଷୀ) — ବୋଲାଅ ଜଗତେ ସିନା ଲକ୍ଷ ପୋଷୀ। ରାଧାନାଥ—ଦରବାର।